ସାବତ ମା Sābata mā

  • ଦେ. ବି. ସ୍ତ୍ରୀ — ମାତାଙ୍କ ସପତ୍ନୀ — One's step-mother
  • ଦେ. ବି. ସ୍ତ୍ରୀ — [ଉ—ନକୁଳ ତ ସାବତ ମାଆଙ୍କ କୁମର—କୃଷ୍ଣସିଂହ, ମହଭାରତ, ବନ।]