ସାଫ୍ ସୁତର, ସାଫ୍ ସୁତରା Sāf sutara(ā)

  • ବୈଦେ. ବିଣ. (ଆ. ସାଫ୍ ସୁଥ୍ରା; ସହଚର ଶବ୍ଦ) — ପରିଷ୍କାର ପରିଚ୍ଛନ୍ନ — Neat and clean
  • ବୈଦେ. ବିଣ. (ଆ. ସାଫ୍ ସୁଥ୍ରା; ସହଚର ଶବ୍ଦ) — ପରିଷ୍କୃତ ଓ ସୁନ୍ଦର — Cleansed and dainty