ସାଫ୍ ସାବିତ୍ Sāf sabit

  • ବେଦେ. ବିଣ. (ଆ. ସାଫ୍ ସାବିତ୍) — ସ୍ପଷ୍ଟରୂପେ ପ୍ରମାଣିତ — Clearly proved; proved beyond doubt
  • ବେଦେ. ବିଣ. (ଆ. ସାଫ୍ ସାବିତ୍) — ସ୍ୱତଃ ସିଦ୍ଧ — Self evident