ସାପୁଆ ପଥର Sāpuā pathara
- ଦେ. ବି. (ନାମା) — ନୂଆଗଡ଼ର ନାଗଝର ନଦୀକୂଳରେ ଥିବା ଗୋଟିଏ 60 ହାତ ଲମ୍ବ ପଥର — ନୂଆଗଡ଼ର ନାଗଝର ନଦୀକୂଳରେ ଥିବା ଗୋଟିଏ60ହାତ ଲମ୍ବ ପଥର— A long slab of stone, 60 cubits long, found on the bank of the Nāgajhara river in the Nayāgaṟḍ̠a State
- ଦେ. ବି. (ନାମା) — [ଦ୍ର— ଏହାର ଆକାର ଓ ଗଢ଼ଣ ଅବିକଳ ସାପ ପରି; ବର୍ଣ୍ଣ ଈଷତ୍ କଳା ଓ ଧଳା ମିଶା।]