ସାପ କାଟିବା Sāpa kāṭibā

  • ଦେ. ବି — ସର୍ପାଘାତ ଜନିତ ମୃତ୍ୟୁ ଘଟିବା — Death by snake bite
  • ଦେ. ବି — (ପ୍ରୟୋଗ—ତାକୁ ସର୍ପ କାଟିଲା=ସର୍ପ ଦଂଶନ ଦ୍ୱାରା ତାହାର ମୃତ୍ୟୁ ଘଟିଲା।)