ସାନ୍ନାଯ୍ୟ Sānnāj̄ya

  • ସଂ. ବି (ସମ୍+ନୀ. ଧାତୁ=ନେବା+କର୍ମ. ୟ) — ହବିଃ; ହବନୀୟ ଘୃତ; ଯଜ୍ଞାର୍ଥ ଘୃତ; ମନ୍ତ୍ରପୂତ ଘୃତ — Consecrated ghee used for oblations unto the fire