ସାନ୍ଧ୍ୟ Sāndhya

  • ସଂ. ବିଣ (ସନ୍ଧ୍ୟା+ଭବ ଓ ସମ୍ବନ୍ଧୀୟ ଅର୍ଥରେ ଅ) — ସନ୍ଧ୍ୟାସମ୍ବନ୍ଧୀୟ — Relating to the evening
  • ସଂ. ବିଣ (ସନ୍ଧ୍ୟା+ଭବ ଓ ସମ୍ବନ୍ଧୀୟ ଅର୍ଥରେ ଅ) — ସନ୍ଧ୍ୟାକାଳୀନ — Happening in the evening
  • ସଂ. ବିଣ (ସନ୍ଧ୍ୟା+ଭବ ଓ ସମ୍ବନ୍ଧୀୟ ଅର୍ଥରେ ଅ) — ସନ୍ଧ୍ୟାକାଳରେ ଅନୁଷ୍ଠେୟ — Performable in the evening