ସାନ୍ଧ୍ୟ ତାରା Sāndhya tārā

  • ସଂ. ବି (କର୍ମଧା) — ସନ୍ଧ୍ୟାକାଳରେ ଦେଖାଯିବା ନକ୍ଷତ୍ର — A star appearing in the evening
  • ସଂ. ବି (କର୍ମଧା) — ସନ୍ଧ୍ୟାକାଳୀନ ଶୁକ୍ର ତାରା — The evening star