ସାନ୍ଧିବିଗ୍ରହିକ Sāndhibigrahika

  • ସଂ. ବିଣ. ପୁଂ (ସନ୍ଧିବିଗ୍ରହ+ଇକ) — ସନ୍ଧି ଓ ବିଗ୍ରହ ସାଧନ ବିଷୟରେ ନିପୁଣ — Skilful in bringing about peace and war
  • ସଂ. ବିଣ. ପୁଂ (ସନ୍ଧିବିଗ୍ରହ+ଇକ) — [ଦ୍ର— ପୂର୍ବେ ଓଡ଼ିଶାରେ ସ୍ୱାଧୀନ ରାଜାମାନେ ବ୍ରହ୍ମଣମାନଙ୍କୁ ଏହି ଉପାଧି ଦେଉଥିଲେ। ବର୍ତ୍ତମାନ ଏହା ଅପଭ୍ରଷ୍ଟ ହୋଇ 'ସନିବିଗ୍ରହ' ରେ ପରିଣତ ହୋଇଅଛି। ଏବେ ବାଲେଶ୍ୱର ଅଞ୍ଚଳରେ 'ସନିବିଗ୍ରହ' ଉପାଧିଧାରୀ ବ୍ରାହ୍ମଣ ଦେଖାଯାଆନ୍ତି।]
  • ସଂ. ବି — ସନ୍ଧି ଓ ବିଗ୍ରହ କାର୍ଯ୍ୟରେ ରାଜାଙ୍କୁ ପରାମର୍ଶ ଦେବା କର୍ମଚାରୀ — Foreign Secretary and Minister for peace and war