ସାନ୍ଧିବା Sāndhibā
- ଦେ. କ୍ରି (ସମ୍+ଧା ଧାତୁ=ସନ୍ଧିରୁ) — ଏକାଧିକ ବସ୍ତୁକୁ ଏକତ୍ର ମିଶ୍ରିତ କରିବା ପାଇଁ ଜଳଦ୍ୱାରା ଚକଟିବା; ଦଳିବା — to knead up two or more than two things
- ଦେ. କ୍ରି (ସମ୍+ଧା ଧାତୁ=ସନ୍ଧିରୁ) — (ସଂ. ସାନ୍ଦ୍ର) ଘନଭାବରେ ପଦାର୍ଥରୁ ଜଳଦ୍ୱାରା ମିଳାଇବା — To mix together very intimately any thing with water
- ଦେ. କ୍ରି (ସମ୍+ଧା ଧାତୁ=ସନ୍ଧିରୁ) — [ଯଥା—ଚୂନ ବାଲିକୁ ସାନ୍ଧି ମସଲା ତିଆରି କରିବା, ମଇଦାକୁ ସାନ୍ଧି ଲୁଚି ତିଆରି କରିବା।]
- ଦେ. କ୍ରି (ସମ୍+ଧା ଧାତୁ=ସନ୍ଧିରୁ) — ଛିଦ୍ରରେ କୌଣସି ବସ୍ତୁକୁ ପୁରାଇ ଖୋବିବା — To press or ram a thing into a hole
- ଦେ. କ୍ରି (ସମ୍+ଧା ଧାତୁ=ସନ୍ଧିରୁ) — ପ୍ରହାର କରିବା; ମାଡ଼ ଦେବା — To beat; to deal blows