ସାନ୍ଧିକ Sāndhika

  • ସଂ. ବି (ସନ୍ଧା=ମଦ୍ୟ+ଇକ) — ଶୌଣ୍ଢିକ; ଶୁଣ୍ଢି — A distiller of wine
  • ସଂ. ବି (ସନ୍ଧା=ମଦ୍ୟ+ଇକ) — (ସନ୍ଧି +ଇକ)—ସନ୍ଧି କର୍ତ୍ତା — The maker of a treaty