ସାନ୍ଦ୍ର Sāndra

  • ସଂ. ବିଣ—(ସ=ସହିତ+ଅନ୍ଦ. ଧାତୁ=ବନ୍ଧନ କରିବା+ କର୍ତ୍ତୃ. ର) — ଘନ; ନିବିଡ଼ — Thick, dense; close set; compact
  • ସଂ. ବିଣ—(ସ=ସହିତ+ଅନ୍ଦ. ଧାତୁ=ବନ୍ଧନ କରିବା+ କର୍ତ୍ତୃ. ର) — ଅଭେଦ୍ୟ (ଅମର) — Impervious
  • ସଂ. ବିଣ—(ସ=ସହିତ+ଅନ୍ଦ. ଧାତୁ=ବନ୍ଧନ କରିବା+ କର୍ତ୍ତୃ. ର) — ସ୍ନିଗ୍ଧ (ମେଦିନୀ) — Oily
  • ସଂ. ବିଣ—(ସ=ସହିତ+ଅନ୍ଦ. ଧାତୁ=ବନ୍ଧନ କରିବା+ କର୍ତ୍ତୃ. ର) — ଚିକ୍କଣ — Smooth;
  • ସଂ. ବିଣ—(ସ=ସହିତ+ଅନ୍ଦ. ଧାତୁ=ବନ୍ଧନ କରିବା+ କର୍ତ୍ତୃ. ର) — ମନୋଜ୍ଞ; ସୁନ୍ଦର (ଶବ୍ଦ ରତ୍ନାବଳୀ) — Pleasing
  • ସଂ. ବିଣ—(ସ=ସହିତ+ଅନ୍ଦ. ଧାତୁ=ବନ୍ଧନ କରିବା+ କର୍ତ୍ତୃ. ର) — ମୃଦୁ — Gentle; mild
  • ବି — ବନ; ଅରଣ୍ୟ (ମେଦିନୀ) — Forest
  • ବି — ତକ୍ର; ଘୋଳ — Churned buttermilk