ସାନ୍ଦ୍ର ପ୍ରସାଦ ମେହ Sāndraprasāda meha
- ସଂ. ବି — ଚରକର ନିଦାନ ସ୍ଥାନରେ ଲିଖିତ ମେହ ରୋଗବିଶେଷ — A kind of gonorrohea
- ସଂ. ବି — [ଦ୍ର—ଏ ରୋଗରେ ମୂତ୍ରର କେତେକାଂଶ ଘନ ଓ କେତେକାଂଶ ପତଳା ହୁଏ ଓ ମୂତ୍ରକୁ ପାତ୍ରରେ ରଖିଲେ ଉପରିଭାଗ ପତଳା ଓ ନିମ୍ନଭାଗ ଘନ ହୁଏ। ଶ୍ଳେଷ୍ମା କୂପିତ ହୋଇ ଏ ରୋଗ ବାହାରେ।]