ସାନ୍ଦ୍ର ପଦ Sāndra pada

  • ସଂ. ବି (ବହୁବ୍ରୀହି) — ଛନ୍ଦୋବିଶେଷ — Name of a metre
  • ସଂ. ବି (ବହୁବ୍ରୀହି) — (ଦ୍ର—ଏଥିର ପ୍ରତ୍ୟେକ ଚରଣରେ 11 ଅକ୍ଷର ଥାଏ; ଚତୁର୍ଥ, ପଞ୍ଚମ ଓ ଦଶମ ଅକ୍ଷର ଗୁରୁ, ଅନ୍ଯ ବର୍ଣ୍ଣମାନ ଲଘୁ; ସାଧାରଣତଃ ଏ ଛନ୍ଦର ପ୍ରୟୋଗ ଦେଖାଯାଏ ନାହିଁ, ଛନ୍ଦରତ୍ନାକର ବିଶ୍ୱକୋଷ) — (ଦ୍ର—ଏଥିର ପ୍ରତ୍ୟେକ ଚରଣରେ11ଅକ୍ଷର ଥାଏ; ଚତୁର୍ଥ, ପଞ୍ଚମ ଓ ଦଶମ ଅକ୍ଷର ଗୁରୁ, ଅନ୍ଯ ବର୍ଣ୍ଣମାନ ଲଘୁ; ସାଧାରଣତଃ ଏ ଛନ୍ଦର ପ୍ରୟୋଗ ଦେଖାଯାଏ ନାହିଁ, ଛନ୍ଦରତ୍ନାକର ବିଶ୍ୱକୋଷ)