ସାନ୍ଦୃଷ୍ଟିକ ନ୍ୟାୟ Sāndṛushṭika nyāya
- ସଂ. ବି (ସମ୍+ଦୃଷ୍ଟ+ଇକ) ସଦ୍ୟଫଳ; ତାତ୍ କାଳିକଫଳ — A sort of reasoning
- ସଂ. ବି (ସମ୍+ଦୃଷ୍ଟ+ଇକ) [ଦ୍ର— 1 । ଏହି ନ୍ଯାୟଅନୁସାରେ ଯେଉଁ ମୃତ ବ୍ଯକ୍ତିଙ୍କର ପିତାମହଙ୍କଠାରୁ ଦୌହିତ୍ର ପର୍ଯ୍ୟନ୍ତ କେହି ଉତ୍ତରା— ଧିକାରୀ ନ ଥାନ୍ତି, ତାହାଙ୍କ ତ୍ୟକ୍ତ ଧନକୁ ତାହାଙ୍କ ଜୀବିତ ପ୍ରପିତାମହ ଓ ପ୍ରପିତାମହୀ ପଆନ୍ତି (ଦାୟନ୍ତମସଂଗ୍ରହ)। 2 । ଦୃଷ୍ଟପରି କଳ୍ପନାନ୍ଯାୟ। ପୂର୍ବେ ଗୋଟିଏ ବିଷୟ ଯେଉଁରୂପେ ଦେଖା ହୋଇଅଛି ସେହିରୂପ ଆଉ ଗୋଟିଏ ବିଷୟ ଦେଖିଲେ ପୂର୍ବ ଦୃଷ୍ଟତ୍ୱ ତଦନୁରୂପ ଫଳ କଳ୍ପନା ହେଲେ ଏ ନ୍ଯାୟ ଖଟା ଯାଏ (ବିଶ୍ୱରକୋଷ; ହି ଶ)] — [ଦ୍ର—1 ଏହି ନ୍ଯାୟଅନୁସାରେ ଯେଉଁ ମୃତ ବ୍ଯକ୍ତିଙ୍କର ପିତାମହଙ୍କଠାରୁ ଦୌହିତ୍ର ପର୍ଯ୍ୟନ୍ତ କେହି ଉତ୍ତରା— ଧିକାରୀ ନ ଥାନ୍ତି, ତାହାଙ୍କ ତ୍ୟକ୍ତ ଧନକୁ ତାହାଙ୍କ ଜୀବିତ ପ୍ରପିତାମହ ଓ ପ୍ରପିତାମହୀ ପଆନ୍ତି (ଦାୟନ୍ତମସଂଗ୍ରହ)2 ଦୃଷ୍ଟପରି କଳ୍ପନାନ୍ଯାୟ ପୂର୍ବେ ଗୋଟିଏ ବିଷୟ ଯେଉଁରୂପେ ଦେଖା ହୋଇଅଛି ସେହିରୂପ ଆଉ ଗୋଟିଏ ବିଷୟ ଦେଖିଲେ ପୂର୍ବ ଦୃଷ୍ଟତ୍ୱ ତଦନୁରୂପ ଫଳ କଳ୍ପନା ହେଲେ ଏ ନ୍ଯାୟ ଖଟା ଯାଏ (ବିଶ୍ୱରକୋଷ; ହି ଶ)]