ସାନ୍ଦି Sāndi

  • ଦେ. ବି (ସଂ. ସଗ୍ଧି=ସହ ଭୋଜନ; — ସହ ଭୋଜନ; ପଂକ୍ତିଭୋଜନ; ବହୁଲୋକଙ୍କର ଏକତ୍ର ଭୋଜନ; ପଙ୍ଗତ (ଗୋପୀନାଥ ନନ୍ଦ) — A dinner in which many people dine together; a caste-dinner; a social dinner