ସାନ୍ତର Sāntara

  • ସଂ. ବିଣ (ସ+ଅନ୍ତର) — ବ୍ଯବଧାନବିଶିଷ୍ଟ; ବ୍ଯବହିତ; ସଛିଦ୍ର — Porous; having spaces between
  • ସଂ. ବିଣ (ସ+ଅନ୍ତର) — ବିରଳ — Sparse; thin set; open in texture
  • ସଂ. ବିଣ (ସ+ଅନ୍ତର) — ଜାଲୁ— ଜାଲୁଆ — Netted