ସାନୁମାନ୍ Sānumān

  • ସଂ. ବି (ସାନୁ+ଅଛି ଅର୍ଥେ ମତ୍, ସାନୁମତ୍ ଶବ୍ଦ 1 ମା, 1 ବ) — ପର୍ବତ — Mountain
  • ସଂ. ବି (ସାନୁ+ଅଛି ଅର୍ଥେ ମତ୍, ସାନୁମତ୍ ଶବ୍ଦ 1 ମା, 1 ବ) — [ଉ—ସାନୁ ମାନ ଉରଜା, ଦନୁଜାରି ସାନୁଜା, ଭାନୁତନୁଜାଜିତ କେଶୀ—ଭଞ୍ଜ, ସୁଭଦ୍ରା ପରିଣୟ।]