ସାନିଦାଏର୍ Sāni dāer
- ବୈଦେ. ବି (କଚିରିଆ) — ମକଦ୍ଦମାର ପୁନର୍ବିଚାର ପାଇଁ ଦରଖାସ୍ତ — Petition or motion for review of a case
- ବୈଦେ. ବି (କଚିରିଆ) — ଥରେ ଉଠାଇ ନିଆ ଯାଇଥିବା ମକଦ୍ଦମାକୁ ପୁଣି ବିଚାର ପାଇଁ ଦାଖଲ କରିବା — Reinstitution or refiling of a suit which had been withdrawn
- ବୈଦେ. ବି (କଚିରିଆ) — ଫଏସଲ ହୋଇଥିବା ମକଦ୍ଦମାର ସାନି ବିଚାର ନିମନ୍ତେ ପୁନର୍ଗ୍ରହଣ — Review or reinstitution of a disposed of case