ସାନ ସାନ Sāna sāna

  • ଦେ. ବି. ଓ ବିଣ (ବହୁବଚନ) — ଛୋଟ ଛୋଟ ବହୁ (ଲୋକ ବା ବସ୍ତୁ) — Many small (individuals or things)
  • ଦେ. ବି. ଓ ବିଣ (ବହୁବଚନ) — [ଉ—ବଡ଼ ବଡ଼ ଗଲେ ଫସର ଫାଟି, ସାନ ସାନ ଅଇଲେ ବେସର ବାଟି—ଢଗ।]