ସାନ ଭାତ Sāna bhāta

  • ଦେ. ବି — ଖୁଦ ଭାତ — Particles of rice cooked
  • ଦେ. ବି — ଭାତ, ତୋଡ଼ାଣୀ, ଖଟା ଓ ରାଗ ଚକଟା ଯାଇ ତିଆରି ହୋଇଥିବା ଖାଦ୍ୟ — A kind of food prepared with cooked rice, gruel, sour and pungent articles kneaded together
  • ଦେ. ବି — [ଦ୍ର—ଏହାକୁ ଛୋଟ ଲୋକମାନେ ତରକାରୀରୂପେ ବ୍ଯବହାର କରନ୍ତି।]