ସାଧ୍ୱସ Sādhwasa

  • ସଂ. ବି (ସାଧୁ+ଅସ୍ ଧାତୁ=କ୍ଷେପଣ କରିବା+କର୍ମ ଅ) — ଭୟ; ତ୍ରାସ — Fear; alarm; fright; terror
  • ସଂ. ବି (ସାଧୁ+ଅସ୍ ଧାତୁ=କ୍ଷେପଣ କରିବା+କର୍ମ ଅ) — ଶଙ୍କା — Apprehension
  • ସଂ. ବି (ସାଧୁ+ଅସ୍ ଧାତୁ=କ୍ଷେପଣ କରିବା+କର୍ମ ଅ) — ସପ୍ତମ — Regard; awe
  • ସଂ. ବି (ସାଧୁ+ଅସ୍ ଧାତୁ=କ୍ଷେପଣ କରିବା+କର୍ମ ଅ) — ମନର ଆବେଗ ବ୍ୟାକୁଳତା — Anxiety mental concern
  • ସଂ. ବି (ସାଧୁ+ଅସ୍ ଧାତୁ=କ୍ଷେପଣ କରିବା+କର୍ମ ଅ) — କିଂକର୍ତ୍ତବ୍ଯବିମୂଢ଼ତା — 2. Consternation; bewilderment