ସାଧୁ Sādhu
- ସଂ. ବିଣ (ସାଧ୍. ଧାତୁ+କର୍ତ୍ତୃ. ଉ) — ସୁଶୀଳ; ସତ୍ସ୍ୱଭାବ; ସଦାଶୟ — Virtuous; good
- ସଂ. ବିଣ (ସାଧ୍. ଧାତୁ+କର୍ତ୍ତୃ. ଉ) — ଧର୍ମଭୀରୁ; ଧାର୍ମିକ — Pious; religious; godfearing
- ସଂ. ବିଣ (ସାଧ୍. ଧାତୁ+କର୍ତ୍ତୃ. ଉ) — ନିର୍ଲୋଭ — Honest
- ସଂ. ବିଣ (ସାଧ୍. ଧାତୁ+କର୍ତ୍ତୃ. ଉ) — ମହତ୍; ମହାଶୟ — Noble; magnanimous
- ସଂ. ବିଣ (ସାଧ୍. ଧାତୁ+କର୍ତ୍ତୃ. ଉ) — ଚାରୁ; ସୁନ୍ଦର — Graceful; beautiful
- ସଂ. ବିଣ (ସାଧ୍. ଧାତୁ+କର୍ତ୍ତୃ. ଉ) — କୁଳୀନ; ସଦ୍ବଂଶଜାତ — Of high birth
- ସଂ. ବିଣ (ସାଧ୍. ଧାତୁ+କର୍ତ୍ତୃ. ଉ) — ସମର୍ଥ — Able
- ସଂ. ବିଣ (ସାଧ୍. ଧାତୁ+କର୍ତ୍ତୃ. ଉ) — ନିପୁଣ — Skilful
- ସଂ. ବିଣ (ସାଧ୍. ଧାତୁ+କର୍ତ୍ତୃ. ଉ) — ହିତକର — Beneficial
- ସଂ. ବିଣ (ସାଧ୍. ଧାତୁ+କର୍ତ୍ତୃ. ଉ) — ଉଚିତ — Proper
- ସଂ. ବିଣ (ସାଧ୍. ଧାତୁ+କର୍ତ୍ତୃ. ଉ) — ଉତ୍ତମ — Good
- ସଂ. ବିଣ (ସାଧ୍. ଧାତୁ+କର୍ତ୍ତୃ. ଉ) — ପ୍ରଶଂସନୀୟ (ହି. ଶ) — Praiseworthy