ସାଧିଷ୍ଠ Sādhishṭha
- ସଂ. ବିଣ (ସାଧୁ+ଅତ୍ୟର୍ଥେ. ଇଷ୍ଠ) — ଅତ୍ୟନ୍ତ ସାଧୁ — Very honest
- ସଂ. ବିଣ (ସାଧୁ+ଅତ୍ୟର୍ଥେ. ଇଷ୍ଠ) — ଅତି ନ୍ୟାୟ୍ଯ — Very legitimate of proper
- ସଂ. ବିଣ (ସାଧୁ+ଅତ୍ୟର୍ଥେ. ଇଷ୍ଠ) — ଯୋଗ୍ୟ; ଉପଯୁକ୍ତ — Fit
- ସଂ. ବିଣ (ସାଧୁ+ଅତ୍ୟର୍ଥେ. ଇଷ୍ଠ) — କଠିନ — Hard
- ସଂ. ବିଣ (ସାଧୁ+ଅତ୍ୟର୍ଥେ. ଇଷ୍ଠ) — (ବାଢ଼+ଭାବ. ଇଷ୍ଠ)—ଅତି; ଭୃଶ; ଅତ୍ୟନ୍ତ — Excessive