ସାଧୁ ଧର୍ମ Sādhu dharma

  • ସଂ. ବି — ଜୈନମାନଙ୍କ ମତରେ ସାଧୁମାନଙ୍କ ଆଚରଣ — Conduct of a Ja̲i̱na saint
  • ସଂ. ବି — [ଦ୍ର—ଏହା 10 ପ୍ରକାର। ଯଥା—କ୍ଷାନ୍ତି, ମାର୍ଦବ, ଅର୍ଜବ, ଭୁକ୍ତି, ତପ, ସଂଯମ, ସତ୍ୟ, ଶୌଚ, ଅକିଂଚନ ଓ ବ୍ରହ୍ମ (ହି. ଶ)] — [ଦ୍ର—ଏହା10ପ୍ରକାର ଯଥା—କ୍ଷାନ୍ତି, ମାର୍ଦବ, ଅର୍ଜବ, ଭୁକ୍ତି, ତପ, ସଂଯମ, ସତ୍ୟ, ଶୌଚ, ଅକିଂଚନ ଓ ବ୍ରହ୍ମ (ହି. ଶ)]