ସାଧୁ ସନ୍ଥ Sādhu santha

  • ଦେ. ବି (ସହଚର ଶବ୍ଦ; ସାଧୁ+ସତ୍ ଶବ୍ଦର ସଂ ବହୁବଚନ, ସନ୍ତଃ) — ସାଧୁ ବୈଷ୍ଣବ; ବାବାଜୀ ବୈଷ୍ଣବ — Anchorites and recluses