ସାଧୁ ଲକ୍ଷଣ Sādhu lakshaṇa

  • ସଂ. ବି. ( 6 ଷଷ୍ଠୀ ତତ୍) — ଯେଉଁ ଚିହ୍ନ ବା ଲକ୍ଷଣ ମାନଙ୍କଦ୍ୱାରା ସାଧୁଜନ ଚିହ୍ନା ଯାଆନ୍ତି — The marks or traits of characteristics distinguishing a saintly person from others
  • ସଂ. ବି. ( 6 ଷଷ୍ଠୀ ତତ୍) — [ଦ୍ର—ଶାସ୍ତ୍ର ପୁରାଣାଦିରେ ସାଧୁବ୍ଯକ୍ତି ମାନଙ୍କର ଭିନ୍ନ ଭିନ୍ନ ଲକ୍ଷଣ ବର୍ଣ୍ଣିତ ଅଛି; ସାଧୁ ଓ ସାଧୁ ଧର୍ମ ତଳେ ଟିକା ଦେଖ।]