ସାଧୁ ଭାଷା Sādhu bhāshā
- ଦେ. ବି — ସଂସ୍କୃତଶବ୍ଦପ୍ରଧାନ କଥିତ ଭାଷା — Spoken language abounding in Sanskrit words
- ଦେ. ବି — ଶିଷ୍ଟ ଶିକ୍ଷିତସମାଜରେ ପ୍ରଚଳିତ ସଂସ୍କୃତମୂଳକ ଓ ଅପଭ୍ରଷ୍ଟ ହୋଇ ନ ଥିବା ଭାଷା — The vernacular language of the educated; the undefiled vernacular of the country, which is free from slang
- ଦେ. ବି — ଶୁଦ୍ଧ ଭାଷା; ଦୋଷଶୂନ୍ଯ ଭାଷା — Language free from any fault
- ଦେ. ବି — ଯେଉଁ ଭାଷା ଅଶ୍ଳୀଳ ନୁହେ — Language which is not obscene