ସାଧୁ ବୃକ୍ଷ Sādhu bṛuksha

  • ସଂ. ବି — ସୁନ୍ଦର ବୃକ୍ଷ — A good tree
  • ସଂ. ବି — କଦମ୍ବତରୁ (ଶବ୍ଦଚନ୍ଦ୍ରିକା) — Anthocephalus Cadambo (a tree)
  • ସଂ. ବି — ବରୁଣ ବୃକ୍ଷ (ରାଜନିର୍ଘଣ୍ଟ) — Crataeva Religiosa (wild tree)