ସାଧୁ ବାହ Sādhu bāha

  • ସଂ. ବି. ପୁଂ (ସାଧୁ+ବହ ଧାତୁ+କର୍ତ୍ତୃ. ଅ) — ବିନୀତାଶ୍ୱ (ହେମଚନ୍ଦ୍ର); ସୁଶିକ୍ଷିତ ଓ ଶାନ୍ତ ଅଶ୍ୱ — 1. A trained and meek horse
  • ସଂ. ବି. ପୁଂ (ସାଧୁ+ବହ ଧାତୁ+କର୍ତ୍ତୃ. ଅ) — ଉତ୍ତମ ବାହନ — A good conveyance