ସାଧୁ ବାଦ Sadhu bāda

  • ସଂ. ବି (ସାଧୁ+ବଦ୍ ଧାତୁ+ଭାବ. ଅ) — ସାଧୁ! ସାଧୁ! ଏହିପରି ବାକ୍ୟ; ପ୍ରଶଂସା; ଧନ୍ୟ ଧନ୍ୟ ପଦ; ଧନ୍ୟବାଦ — Praise; applause; eulogy