ସାଧିତାର୍ଥ Sadhitārtha

  • ସଂ. ବିଣ. ପୁଂ (ବହୁବ୍ରିହୀ; ସାଧିତ ହୋଇଅଛି ଅର୍ଥ ଯାହାର) — ଯାହାର ଉଦ୍ଦେଶ୍ୟ ସିଦ୍ଧ ହୋଇଅଛି — One who has his aim or object accomplished