ସାଧାରଣ୍ୟ Sādhāraṇya
- ସଂ. ବି (ସାଧାରଣ+ଭାବ. ଯ) — ସାଧାରଣ ହେବାର ଭାବ; ସାଧାରଣତା — State of being common or ordinary
- ସଂ. ବି (ସାଧାରଣ+ଭାବ. ଯ) — ସାମ୍ୟ — Equality
- ସଂ. ବି (ସାଧାରଣ+ଭାବ. ଯ) — କୁଞ୍ଚିକା (ହେମଚନ୍ଦ୍ର); ଚାବି — A key
- ସଂ. ବି (ସାଧାରଣ+ଭାବ. ଯ) — ଏକ ଦେଶୀୟ ଜନସାଧାରଣ ବା ଜାତି; ଜନ ସମୂହ — A community; a people
- ସଂ. ବି (ସାଧାରଣ+ଭାବ. ଯ) — ଯେଉଁ ଦୋଷ ବା ଗୁଣ ସମସ୍ତଙ୍କଠାରେ ଅଛି — Common quality (virtue or voice)