ସାଧାରଣେତର Sādhāraṇetara

  • ସଂ. ବିଣ ( 5 ମୀ ତତ୍; ସାଧାରଣ+ଇତର) — ଅସାଧାରଣ; ଅନନ୍ୟସାଧାରଣ — Extraordinary
  • ସଂ. ବିଣ ( 5 ମୀ ତତ୍; ସାଧାରଣ+ଇତର) — [ଉ—ପଦ ନଖକୋଣ କଣକୁ, ରସବତୀ— ମଣି ପଣକୁ; ସାଧାରଣେତର ଗୁଣକୁ, ବରନି ପାରିବେ ନାହିଁ ଉଶନା—କବିସୂର୍ଯ୍ୟ, ସଙ୍ଗୀତ।)