ସାଧାରଣତଃ Sādhāraṇataḥ
- ଦେ. ଅ (ସଂ. ସାଧାରଣ୍ୟ+ତସ୍=ସାଧାରଣତଃ) — ସଚରାଚରତଃ — Generally; commonly
- ଦେ. ଅ (ସଂ. ସାଧାରଣ୍ୟ+ତସ୍=ସାଧାରଣତଃ) — ମୋଟାମୋଟି; ସ୍ଥୂଳତଃ — Roughly
- ଦେ. ଅ (ସଂ. ସାଧାରଣ୍ୟ+ତସ୍=ସାଧାରଣତଃ) — ସବୁଠାରେ; ସର୍ବତ୍ର — Everywhere
- ଦେ. ଅ (ସଂ. ସାଧାରଣ୍ୟ+ତସ୍=ସାଧାରଣତଃ) — ସାମାନ୍ୟ ଭାବରେ — Ordinarily
- ଦେ. ଅ (ସଂ. ସାଧାରଣ୍ୟ+ତସ୍=ସାଧାରଣତଃ) — ବହୁ ସ୍ଥାନରେ ବା ଘଟନାରେ — In many places or instance
- ଦେ. ଅ (ସଂ. ସାଧାରଣ୍ୟ+ତସ୍=ସାଧାରଣତଃ) — [ଦ୍ର— ସାଧାରଣ ଶବ୍ଦ ବିଶେଷଣ ଥିବାରୁ ସେଥିରେ ତସ୍ ପ୍ରତ୍ୟୟ ସଂସ୍କୃତ ବ୍ୟାକରଣ ବିରୁଦ୍ଧ। ସାଧାରଣ ଶବ୍ଦରୁ ଉତ୍ପନ୍ନ ସାଧାରଣ୍ୟ ଶବ୍ଦ ପରେ ତସ୍ ପ୍ରତ୍ୟୟ ହେଲେ ସାଧାରଣ୍ୟତଃ ପଦ ହେବ; ସ୍ଥୂଳତଃ ମଧ୍ୟ ସେହିପରି ଗୋଟିଏ ଅବ୍ୟାକରଣିକ ବ୍ଯବହାର ଅଟେ।]