ସାଦୀ Sādī
- ସଂ. ବି (ସଦ୍. ଦାତୁ+ଇନ୍; ସାଦିନ୍ ଶବ୍ଦ; 1 ମା. 1 ବ) — ଘୋଡ଼ସବାର; ଅଶ୍ୱାରୋହୀ (ଅମର) — A horseman; rider; jockey
- ସଂ. ବି (ସଦ୍. ଦାତୁ+ଇନ୍; ସାଦିନ୍ ଶବ୍ଦ; 1 ମା. 1 ବ) — ଗଜାରୋହୀ (ମେଦିନୀ) — A warrior riding an elephant
- ସଂ. ବି (ସଦ୍. ଦାତୁ+ଇନ୍; ସାଦିନ୍ ଶବ୍ଦ; 1 ମା. 1 ବ) — ରଥାରୋହି (ମେଦିନୀ) — A warrior riding a car
- ସଂ. ବି (ସଦ୍. ଦାତୁ+ଇନ୍; ସାଦିନ୍ ଶବ୍ଦ; 1 ମା. 1 ବ) — ଅଶ୍ୱାରୋହୀ ସେନା — Cavarly soldier
- ଦେ. ବି. ସ୍ତ୍ରୀ — ସାଧବୀନାମ୍ନୀ ସ୍ତ୍ରୀର ଡାକନାମ — Nickname of 'Sādhabī'