ସାତ୍ୱିକୀ Sātwikī

  • ସଂ. ବିଣ (ସାତ୍ୱିକ+ସ୍ତ୍ରୀ. ଈ) — ସାତ୍ୱିକ ଶବ୍ଦର ସ୍ତ୍ରୀ ଲିଙ୍ଗ — The feminine of Sātwika
  • ବି — ଦୁର୍ଗା (ଶବ୍ଦରତ୍ନାବଳୀ) — Goddess Durgā