ସାତ୍ୱିକ ଯଜ୍ଞ Sātwika j̄ajn̄a

  • ସଂ. ବି — କର୍ତ୍ତବ୍ୟ ପ୍ରେରଣାରେ ବିଧିପୂର୍ବକ ଅନୁଷ୍ଠିତ ଫଳକାମନା ରହିତ ଯଜ୍ଞ (ଗୀତା) — A sacrifice performed with customary rites from a sense of duty