ସାତ୍ୱିକ ବୁଦ୍ଧି Sātwika buddhi

  • ସଂ. ବି (କର୍ମଧା) — ଯେଉଁ ବୁଦ୍ଧିଦ୍ୱାରା ପ୍ରବୃତ୍ତି—ନିବୃତ୍ତି, କାର୍ଯ୍ୟାକାର୍ଯ୍ୟ, ଭୟାଭୟ, ବନ୍ଧମୋକ୍ଷ ଜଣା ଯାଏ (ଗୀତା) — Intelligence which is able to distinguish good from bad