ସାତ୍ୱିକ ପ୍ରିୟ ଖାଡ୍ୟ Sātwika priya khādya

  • ସଂ. ବି — ଯେଉଁ ଆହାର ଦ୍ୱାରା ଆୟୁ, ବଳ ତଥା ସାତ୍ୱିକ ଗୁଣ ବୃଦ୍ଧି ହୁଏ "ଆୟୁଃସତ୍ତ୍ୱ ବଳାରୋଗ୍ୟ ସୁଖ ପ୍ରୀତି ବିବର୍ଦ୍ଧନାଃ, ରସ୍ୟା ସ୍ନିଗ୍ଧା ସ୍ଥିରା ହୃଦ୍ୟା ଆହାରାଃ ସାତ୍ତ୍ୱିକ ପ୍ରିୟାଃ।" ଗୀତା 17 ଅଧ୍ୟାୟ] — ଯେଉଁ ଆହାର ଦ୍ୱାରା ଆୟୁ, ବଳ ତଥା ସାତ୍ୱିକ ଗୁଣ ବୃଦ୍ଧି ହୁଏ "ଆୟୁଃସତ୍ତ୍ୱ ବଳାରୋଗ୍ୟ ସୁଖ ପ୍ରୀତି ବିବର୍ଦ୍ଧନାଃ, ରସ୍ୟା ସ୍ନିଗ୍ଧା ସ୍ଥିରା ହୃଦ୍ୟା ଆହାରାଃ ସାତ୍ତ୍ୱିକ ପ୍ରିୟାଃ" ଗୀତା17ଅଧ୍ୟାୟ]— A class of food which contributes towards one's physical and mental health