ସାତୋଟା Sātoṭā

  • ଗ୍ରା. ବି. ଓ ବିଣ (ଅନାଦରାର୍ଥକ) — ସାତଗୋଟା — Seven in number
  • ଗ୍ରା. ବି. ଓ ବିଣ (ଅନାଦରାର୍ଥକ) — ଘଣ୍ଟାରେ ସାତ ବାଜିବା ବେଳ — 7 o'clock
  • ଗ୍ରା. ବି. ଓ ବିଣ (ଅନାଦରାର୍ଥକ) — [ଦ୍ର—ଟା, ଟାଏ, ଟି ଆଦି ଯୁକ୍ତି ହେଲେ ଅକାରାନ୍ତ ଓ ଇକାରାନ୍ତ କେତେକ ସଂଖ୍ୟାବାଚକ ଓ ଅନ୍ଯ ବିଶେଷ୍ୟ ଶବ୍ଦର ଶେଷ ଅକ୍ଷର ଉକାରାନ୍ତ ହୋଇ ଉଚ୍ଚାରିତ ହୁଏ; ଯଥା—ପାଞ୍ଚୁଟା, ପାଞ୍ଚୋଟା, ମଣିଷୁଟାଏ, ତିନୁଟା, ତିନୋଟା, ତିନୋଟି, ଘରୁଟା।]