ସାତେ Sāte

  • ଗ୍ରା. ଅ [ସଂ. ସହିତ] — ସାଥେ; ସଙ୍ଗେ — With
  • ଗ୍ରା. ଅ [ସଂ. ସହିତ] — [ଉ— ସାପ ଗଲା ଗାତେ, ଡିମ୍ବ ଗଲା ତାହା ସାତେ—ଢଗ।]