ସାତେସାତ୍ Sātesāt

  • ଦେ. ଅ [ସଂ. ସହିତ] — ସାଥେ ସାତ; ସଙ୍ଗେ ସଙ୍ଗେ — Together with
  • ଦେ. ଅ [ସଂ. ସହିତ] — ତତ୍କ୍ଷଣାତ୍ — At once; immediately
  • ଦେ. ଅ [ସଂ. ସହିତ] — ଅତିଶୀଘ୍ର — Very soon