ସାତଳା Sātaḻā
- ସଂ. ବି — (ସଂ. ସପ୍ତଲା)—ଚର୍ମକଷା (ଅମର); ସେହୁଣ୍ଡଭେଦ; ଏକପ୍ରକାର ସିଝୁ; ଦେଉଳିଆ ସିଝୁ — A kind of cactus; Origaum Valgoris
- ସଂ. ବି — [ଦ୍ର—ଏହା ଏକ ଜାତୀୟ ସିଝୁ। ଏହାର କ୍ଷୀର ହଳଦିଆ ଓ ଫୁଲ ହଳଦିଆ; କିର୍ତ୍ତିକାରଙ୍କ ମତରେ ଏହା ବନ୍ୟ— କ୍ଷୁପ। ଏଥିରେ ଡାଳ 1 ଠାରୁ 3 ଫୁଟ ପର୍ଯ୍ୟନ୍ତ ଲମ୍ବ ହୁଏ। ଏଥିର ଡାଳରେ ରୋମ ଥାଏ। ବୈଦ୍ଯକମତରେ ସପ୍ତଳା ତିକ୍ତ ରସ, କଟୁକିପାକ, ବାୟୁବର୍ଦ୍ଧକ, ଶୀତବୀର୍ଯ୍ୟ। ଏହା ଶୋଥ, କଫ, ଆନାହ ପିତ୍ତ, ଉଦାବର୍ତ୍ତ ଓ ରକ୍ତଦୁଷ୍ଟି ନାଶକ।] — [ଦ୍ର—ଏହା ଏକ ଜାତୀୟ ସିଝୁ ଏହାର କ୍ଷୀର ହଳଦିଆ ଓ ଫୁଲ ହଳଦିଆ; କିର୍ତ୍ତିକାରଙ୍କ ମତରେ ଏହା ବନ୍ୟ— କ୍ଷୁପ ଏଥିରେ ଡାଳ1ଠାରୁ3ଫୁଟ ପର୍ଯ୍ୟନ୍ତ ଲମ୍ବ ହୁଏ ଏଥିର ଡାଳରେ ରୋମ ଥାଏ ବୈଦ୍ଯକମତରେ ସପ୍ତଳା ତିକ୍ତ ରସ, କଟୁକିପାକ, ବାୟୁବର୍ଦ୍ଧକ, ଶୀତବୀର୍ଯ୍ୟ ଏହା ଶୋଥ, କଫ, ଆନାହ ପିତ୍ତ, ଉଦାବର୍ତ୍ତ ଓ ରକ୍ତଦୁଷ୍ଟି ନାଶକ]
- ସଂ. ବି — ନବମାଳିକା; ନିଆଳି (କ୍ଷୁପ ଓ ଫୁଲ) — Jasminum Arborescens; Jasminum Zambac; Floribus Multiplicatis (plant and flower)
- ଦେ. ବି — (ସଂ. ସପ୍ତଳା) ମୁଗୁରାମଲ୍ଲୀ; ବହୁ— ଦଳମଲ୍ଲୀ — Many petalled Jasmine