ସାତ ସଉତୁଣିଆ Sāta sautuṇiā

  • ଦେ. ବି — ଶାଖାଚର କ୍ଷୁଦ୍ର ପକ୍ଷି—ବିଶେଷ — The minivet
  • ଦେ. ବି — [ଦ୍ର—ଏମାନଙ୍କ ପିଠିର ପଛଭାଗର ପକ୍ଷ କଣ୍ଟାପରି ଟାଣୁଆ; ଥଣ୍ଟ ଛୋଟ, ଶକ୍ତ ଓ ବଙ୍କା। ନାକକୁ ପର ଢାଙ୍କିଥାଏ; ପକ୍ଷ ଦୀର୍ଘ ଓ ଅଗକୁ ସରୁ। ଏମାନେ ଗଛରେ ପଲ ପଲ ହୋଇ ରହନ୍ତି ଓ ପୋକ ଯୋକ ଖାଆନ୍ତି; 8 ରୁ 12 ଆଙ୍ଗୁଳି ପର୍ଯ୍ୟନ୍ତ ଦୀର୍ଘ ହୁଅନ୍ତି। ଏମାନେ ଦୁଇ ଜାତୀୟ ଅଟନ୍ତି।] — [ଦ୍ର—ଏମାନଙ୍କ ପିଠିର ପଛଭାଗର ପକ୍ଷ କଣ୍ଟାପରି ଟାଣୁଆ; ଥଣ୍ଟ ଛୋଟ, ଶକ୍ତ ଓ ବଙ୍କା ନାକକୁ ପର ଢାଙ୍କିଥାଏ; ପକ୍ଷ ଦୀର୍ଘ ଓ ଅଗକୁ ସରୁ ଏମାନେ ଗଛରେ ପଲ ପଲ ହୋଇ ରହନ୍ତି ଓ ପୋକ ଯୋକ ଖାଆନ୍ତି;8ରୁ12ଆଙ୍ଗୁଳି ପର୍ଯ୍ୟନ୍ତ ଦୀର୍ଘ ହୁଅନ୍ତି ଏମାନେ ଦୁଇ ଜାତୀୟ ଅଟନ୍ତି]
  • ଦେ. ବି — ବଡ଼ସୁଆଳୀ— 12 ଆଙ୍ଗୁଳ ଲମ୍ବା, ମୁଣ୍ଡ ଚିକ୍କଣ କଳା, ପୁଛ ଅତ୍ୟନ୍ତ ରକ୍ତବର୍ଣ୍ଣ — ବଡ଼ସୁଆଳୀ—2ଆଙ୍ଗୁଳ ଲମ୍ବା, ମୁଣ୍ଡ ଚିକ୍କଣ କଳା, ପୁଛ ଅତ୍ୟନ୍ତ ରକ୍ତବର୍ଣ୍ଣ—Pericrocotus Specinus.ବଂ. ବଡ଼ ସୟାଲୀ
  • ଦେ. ବି — ଟିକି ସୁଆଳୀ— 8 ଆଙ୍ଗୁଳ ଲମ୍ବ, ମୁଣ୍ଡଧୂସର, ଛାତି ରକ୍ତ ବର୍ଣ୍ଣ — ଟିକି ସୁଆଳୀ—8ଆଙ୍ଗୁଳ ଲମ୍ବ, ମୁଣ୍ଡଧୂସର, ଛାତି ରକ୍ତ ବର୍ଣ୍ଣ—Pericrocotus Perigrinus.ବଂ. ବଂ. ଛୋଟ ସାୟଲୀ]