ସାତ ଶାସନ Sāta ṡāsana

  • ଦେ. ବି — ପୁରୀ ଜିଲ୍ଲାର ଉସୁନାବରପଦା ନିକଟସ୍ଥ ସାତ ଗୋଟି ବ୍ରାହ୍ମଣ ଶାସନ — The seven Brahman villages near Usunā Barapadā in the Puri district
  • ଦେ. ବି — ଯାଜପୁର ସହରର ସାତଗୋଟି କୁଳୀନ—ବ୍ରାହ୍ମଣ—ଶାସନ — The seven villages of Jaipur town inhabited by high caste Brāhmaṇas