ସାତ ମାସିଆ Sāta māsiā

  • ଦେ. ବିଣ — ସପ୍ତ ମାସ ବୟସ୍କ (ଶିଶୁ) — (a child) Aged 7 months
  • ଦେ. ବିଣ — ଗର୍ଭ ଧାରଣର ସପ୍ତମ ମାସରେ ଜାତ (ଶିଶୁ) — (a child) Born in the 7th month of its mother's pregnancy
  • ଦେ. ବିଣ — [ଦ୍ର—ଏ ଶିଶୁ ଅତି ଦୁର୍ବଳ ହୁଅନ୍ତି।]
  • ଦେ. ବି — ଚିତଉ ଖିଆ (ଦେଖ); ଗର୍ଭ ଧାରଣର ସପ୍ତମ ମାସ ପରେ ଗର୍ଭଣୀ ପାଇଁ ପ୍ରେରିତ ପିଷ୍ଟକାଦିର ସାମଗ୍ରୀ ଓ ତତ୍ସମ୍ପର୍କୀୟ ବିଧାନମାନ — Present of materials for cakes etc sent to a pregnant woman after the 7th month of pregnancy