ସାତ ମାଇପି Sāta māipi

  • ଦେ. ବି. ସ୍ତ୍ରୀ (ବହୁବଚନ) — ବିବାହାଦି ମଙ୍ଗଳ କାର୍ଯ୍ୟ ଉପଲକ୍ଷରେ ଏକତ୍ର ହୋଇଥିବା ସାତ ଜଣ ବା ବହୁ ସ୍ତ୍ରୀଲୋକ — A gathering of seven or many women on festive social occasions