ସାତ ଭେରା Sāta bherā

  • ଦେ. ବି — ସାତଥର ପ୍ରଦକ୍ଷିଣ — Circumambulation 7 times
  • ଦେ. ବି — (ଉ—ତୁ ହଗି ନାହୁଁ, ସାଧବାଣୀ ବୋହୁ! ସାତ ଘେରା ବୁଲି ଯାଆ ତ—ଶିଶୁ ଗଳ୍ପ)
  • ଦେ. ବି — ବିବାହ କାଳରେ ବର ଓ ବଧୂଙ୍କ ଦ୍ୱାରା ସାତଥର ହେମାଗ୍ନି ପ୍ରଦକ୍ଷିଣ — Circumambulation round the sacrificial fire by the bride and bridegroom together at the marriage alter