ସାତ ବାହାନ Sāta bāhāna

  • ସଂ. ବି (ବହୁବ୍ରୀହି; ସାତ=ସିଂହରୂପୀ. ଗନ୍ଧର୍ବ+ବାହନ ଯାହାର) — ଶାଳିବାହନ ରାଜା (ହେମଚନ୍ଦ୍ର) — King Ṡāḻibāhana
  • ସଂ. ବି (ବହୁବ୍ରୀହି; ସାତ=ସିଂହରୂପୀ. ଗନ୍ଧର୍ବ+ବାହନ ଯାହାର) — [ଦ୍ର—କଥିତ ଅଛି ଯେ, ଶାଳିବାହନ ଶୈଶବରେ ସାତ ନାମକ ସିଂହରୂପୀ ଗନ୍ଧର୍ବ ଉପରେ ଆରୋହଣ କରି ଭ୍ରମଣ କରୁଥିଲେ।]